ଦୁଃଖ ଦେଉଛି ଦୟାୱେଷ୍ଟ କେନାଲ

ପୁରୁଣା ଭୁବନେଶ୍ବର: ବିଏମ୍‌ସିର ୫୯ ନମ୍ବର ୱାର୍ଡ ପୁରୁଣା ଭୁବନେଶ୍ବରର ଏକ ପ୍ରମୁଖ ଅଞ୍ଚଳ। ଶ୍ରୀଲିଙ୍ଗରାଜ ମନ୍ଦିର, କପିଳେଶ୍ବର, ବିନ୍ଦୁସାଗର, ମୁକ୍ତେଶ୍ବର ମନ୍ଦିର ଭଳି ବିଶ୍ବ ପ୍ରସିଦ୍ଧ ଐତିହ୍ୟସ୍ଥଳ ଥିବା ଏହି ୱାର୍ଡ କେବଳ ରାଜ୍ୟ ନୁହେଁ, ଭାରତବର୍ଷର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର। ପ୍ରତିଦିନ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଶହଶହ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ତେଣୁ ଏହି ଅଞ୍ଚଳର ବିକାଶ ସବୁବେଳେ ଓଡ଼ିଶାର ରାଜଧାନୀ … Continue reading ଦୁଃଖ ଦେଉଛି ଦୟାୱେଷ୍ଟ କେନାଲ